ଭାରତକୁ ପଙ୍ଗୁ କରିବାରୁ ଚୀନର ‘ବ୍ଲାକଆଉଟ୍’ ପ୍ଲାନ୍ । ବିଦେଶୀ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସର ସାଂଘାତିକ ଖୁଲାସା । ଭାରତର ବିଜୁଳି ଉଡାଇବାକୁ ଡ୍ରାଗନ ରଚୁଛି ଚାଲ୍ । ଗତ ବର୍ଷ ମୁମ୍ବାଇ ବ୍ଲାକଆଉଟ୍ ଚୀନ କରିଥିଲା । ଭାରତର ଷ୍ଟକ ମାର୍କେଟକୁ ପଙ୍ଗୁ କରିବା ପାଇଁ ଥିଲା ଚୀନର ମାଷ୍ଟର ପ୍ଲାନ୍.....
#ArgusNews #National #China #Power_Grid