ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ହେବାକୁ ଯାଉଛି ମହା ମୁକାବିଲା I ମୁଖ୍ୟମନ୍ତ୍ରୀ ଆଉ ତାଙ୍କର ପୂର୍ବତନ ବରିଷ୍ଠ ସହଯୋଗୀଙ୍କ ମଧ୍ୟରେ I ମୁହାଁମୁହିଁ ହେବେ ତୃଣମୂଳ କଂଗ୍ରେସ ଆଉ ବିଜେପି I ତୃଣମୂଳ କଂଗ୍ରେସର ମମତା ବାନାର୍ଜୀଙ୍କୁ କଡ଼ା ଟକ୍କର ଦେବେ ତାଙ୍କ ପୂର୍ବ ସହଯୋଗୀ ବିଜେପିର ଶୁଭେନ୍ଦୁ ଅଧିକାରୀ I ଶୁଭେନ୍ଦୁଙ୍କ ଚ୍ୟାଲେଞ୍ଜ୍- ୫୦ ହଜାର ଭୋଟରେ ମମତାଙ୍କୁ ନ ହରେଇଲେ ଛାଡ଼ିବେ ରାଜନୀତି...
#ArgusNews #Kolkata #Trinamool_Congress #BJP
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app