#କରୋନା_କବଳରେ_ସାମ୍ବାଦିକଙ୍କ_ଜୀବନ
ମହାମାରୀ ଯୋଗୁଁ ଅକାଳରେ ଜୀବନ ହରେଇଛନ୍ତି ଅନେକ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀ...ଗୋଟିଏ ବର୍ଷରେ ୧୦୦ରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା...କେବଳ ୨୦୨୧ ଏପ୍ରିଲରେ ଯାଇଛି ୫୨ ଜଣଙ୍କ ଜୀବନ...
#ArgusNews #National #corona #Journalist #MediaWorker