ନିର୍ମାଣ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ଭାରତ । ତିଆରି କରିଛି ବିଶ୍ୱର ସବୁଠୁଁ ଉଚ୍ଚ ରେଳ ବ୍ରିଜ୍ । ବ୍ରିଜ୍ଟି ଜାମ୍ମୁକାଶ୍ମୀରର ଚେନାବ ନଦୀ ଉପରେ ତିଆରି ହୋଇଥିବା ବେଳେ ଭୂମି ଉପରୁ ଏହାର ଉଚ୍ଚତା ରହିଛି ୩୫୯ ମିଟର । ଏହାର ଫ୍ରାନ୍ସର ଆଇଫେଲ୍ ଟାୱାରରୁ ୩୫ ମିଟର ଅଧିକ ଉଚ୍ଚ ବୋଲି ଜଣାପଡ଼ିଛି...
#ArgusNews #National #IndianRailway #indianrailwaybridge