#ଆମେରିକାରେ_ଘୋଷଣା_ହେଲା_ଏମର୍ଜେନ୍ସି
ସାଇବର୍ ଆଟାକର ଶୀକାର ଫୁଏଲ ପାଇପ୍ ଲାଇନ୍ ନେଟଓ୍ବାର୍କ...ଆଟାକ୍ ପଛରେ କୁଖ୍ୟାତ ଅପରାଧି ଗ୍ୟାଙ୍ଗ୍ ଡାର୍କସାଇଡର ହାତ...ସାମୟିକ ଭାବରେ ବନ୍ଦ ହେଲା ଇନ୍ଧନ ଯୋଗାଣ...ପୂର୍ବରୁ କେବେ ଏତେବଡ଼ ସାଇବର ଆଟାକର ଶୀକାର ହୋଇନଥିଲା ଆମେରିକା...
#ArgusNews #National #USA #Emergency #CyberAttack