ଶିଶୁଠାରେ ଆଂଟିବଡ଼ି ସୃଷ୍ଟି କଲା ମା’ ନେଇଥିବା ଟିକା
ନବଜନ୍ମିତ ଶିଶୁଠାରେ ଆଂଟିବଡ଼ି ସୃଷ୍ଟି କଲା ମା’ ନେଇଥିବା ଟିକାର ପ୍ରଥମ ଡୋଜ୍ । ଗର୍ଭବତୀ ଥିବା ସମୟରେ ଟିକା ନେଇଥିଲେ ମହିଳା । ଏବେ ଆଂଟିବଡ଼ି ସହିତ ଜନ୍ମ ନେଇଛି ଶିଶୁ । ଏଥିରୁ ପ୍ରମାଣିତ ହୋଇଛି କମ୍ ସମୟରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଫଳପ୍ରଦ ହେଉଛି କୋଭିଡ଼୍ ଟିକା....
#ArgusNews #National #CoronaVaccine #Antibody