ସ୍ୱର ବଦଳିଲା ଶତ୍ରୁର
ବାହାପିଆ ବାଜୱା ଦେଉଛନ୍ତି ଶାନ୍ତି ମନ୍ତ୍ର । ପାକିସ୍ତାନ ଜେନେରାଲଙ୍କୁ ଚାହାଁନ୍ତି ଭାରତ ସହିତ ଶାନ୍ତି । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ୍ ବାଜୱା ଭାରତକୁ ନେଇ ଏବେ ଖୋଲାଖୋଲି ମତ ରଖୁଛନ୍ତି । ଆଉ ଏଥିରେ ଶତ୍ରୁତା ନୁହେଁ ବରଂ ଶାନ୍ତିର ବାର୍ତ୍ତା ଦେଉଛନ୍ତି....
#ArgusNews #National #Pakistan