ନୂଆ ସଂସଦ ଭବନରେ ସୁଡ଼ଙ୍ଗ...ପ୍ରଧାନମନ୍ତ୍ରୀ ଓ ଉପ-ରାଷ୍ଟ୍ରପତିଙ୍କ ବାସଭବନରୁ ନୂଆ ସଂସଦ ଭବନଯାଏ ତିଆରି ହେବ ସୁଡ଼ଙ୍ଗରାସ୍ତା...ସୁରକ୍ଷା ଓ ସମୟ ହ୍ରାସ ପାଇଁ କରାଯାଇଛି ଏହି ଯୋଜନା I ଏବେ ନିର୍ମାଣାଧିନ ରହିଛି ନୂଆ ସଂସଦ ଭବନ I ୨୦୨୨ ଅଗଷ୍ଟ ସୁଦ୍ଧା ସରିବ ନିର୍ମାଣ କାର୍ଯ୍ୟ...
#ArgusNews #sansadbhavan #NarendraModi #tunnel