ମୋଦିଙ୍କ ସଫଳ ଟିକା କୂଟନୀତି ଏବେ ଚୀନକୁ ହତାଶ କରିଛି । କୋଭିଡ଼୍ ଟିକା ବିକିବା ପାଇଁ ହଟହଟା ହେଉଛି ଚୀନ୍ । ଭାରତର ଫଳପ୍ରଦ ଟିକା ଆଗରେ ବିଫଳ ପ୍ରମାଣିତ ହୋଇଛି ଚାଇନିଜ୍ ଟିକା । ଏସୀୟ ପଡ଼ୋଶୀ ଦେଶଗୁଡ଼ିକ ଚାଇନିଜ୍ ଟିକା ପାଇଁ ମନା କରିବାରୁ ଭାରତକୁ ଦୋଷ ଦେଉଛି ଚୀନ୍.....