ବେଙ୍ଗଲରେ କୃଷି ବ୍ୟବସ୍ଥା ଅବହେଳିତ, ଏଠାକାର ଜଳସେଚନ ବ୍ୟବସ୍ଥା ଅବସ୍ଥା ଅତି ଦୟନୀୟ । ଏଠାକାର ଯୁବକଙ୍କୁ କାହିଁକି ନିଯୁକ୍ତି ମିଳୁନାହିଁ? ପଶ୍ଚିମବଙ୍ଗରେ 10ବର୍ଷର ମମତା ସରକାରର ଶାସନରେ କେବଳ ଯୋଜନା ହୋଇଛି ସତ ହେଲେ କାମ ଶୂନ ରହିଛି । 10ବର୍ଷ ଧରି ମମତା ସରକାର କେବଳ ବେଙ୍ଗଲର ଭବିଷ୍ୟତ ସହ ଖେଳିଛି । ଏ ଆସୁଥିବା ନିର୍ବାଚନରେ ଶେଷ ହେବ । ବାଙ୍କୁରାରେ ଅନୁଷ୍ଠିତ ରାଲିରେ ଯୋଗଦେଇ ମମତା ସରକାର ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।... #PM_Modi #NarendraModi @Narendra Modi