ପର୍ବରେ ବିଭିନ୍ନ ଆଞ୍ଚଳିକ ଏବଂ ପ୍ରାଚୀନ ନୃତ୍ୟ ଏବଂ ଶହଶହ ବର୍ଷ ପୂର୍ବେ ଉତ୍ପତ୍ତି ଲାଭ କରିଥିବା ଯୋଡ଼ିଶଙ୍ଖ, ପଶୁମୁଖା ନାଚ, ରଣପା ନାଚ, ମାଲଖମ୍ବ, ବଣ୍ଡା ଜନଜାତି ନୃତ୍ୟ, ସାମରିକ କଳା, ଆଦି ଧୂନ ଇତ୍ୟାଦି ପ୍ରଦର୍ଶିତ ହେବ କହିଲେ ପଦ୍ମଶ୍ରୀ ପ୍ରୟମ୍ବଦା ମହାନ୍ତି ହେଜମାଦି ନୃତ୍ୟଶିଲ୍ଲୀ...
#ArgusNews #Natioanl #Odissi #Odisidance #odiaparba