ନା ଅଛି ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର ନା ଅଛି କୋଣସି ସରକାରୀ ସହାୟତା । ଭଙ୍ଗା ଦଦଡା ଘରେ ପଲିଥିନ୍ ଟାଣି ଉମା ବେହେରାଙ୍କ ପରିବାର । ବାରମ୍ବାର ଘର ଟିଏ ପାଇଁ ଆବେଦନ କଲେ ମଧ୍ୟ ଆଜି ଯାଏଁ ମିଳିପାରିନି ଘର । ସେପଟେ ବୋଝ ଉପରେ ନଳିତା ବିଡା ଭଳି ଦାଉ ସାଜିଛି ପୁଅ । ଦିନକ ଦିନ ଆଖି ଫୁଲିବା ସହ ଆଖିକୁ କିଛି ଦେଖା ଯାଉନି....
#ArgusNews #Odisha #Angul #Helpless #Asahaya