ଆଜି ବିହାରରେ ସପ୍ତମ ଥର ଲାଗି ଶପଥ ଗ୍ରହଣ କରିବେ ନୀତିଶ କୁମାର । ଆଜି ଅପରାହ୍ନ ୪ଟା ୩୦ ମିନିଟରେ ନୀତିଶ ନେବେ ଶପଥ । ରାଜନୈତିକ କ୍ୟାରିୟରରେ ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର । ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶଙ୍କ ନାଁରେ ମୋହର ବାଜିଛି ।
#ArgusNews #ArgusUpdate #Bihar Nitish Kumar