ଏଣିକି ସରକାରୀ ନିୟନ୍ତ୍ରଣରେ ରହିବ ଅନ୍ଲାଇନ୍ ନିୟୂଜ୍ ଏବଂ ଓଟିଟି ପ୍ଲାଟଫମ୍ର୍ । ଏହାକୁ ତଦାରଖ କରିବ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ନେଟ୍ଫ୍ଲିକ୍ସ, ଆମାଜାନ୍ ପ୍ରାଇମ୍, ହଟ୍ଷ୍ଟାର୍ ଭଳି ଭିଡ଼ିଓ ଷ୍ଟ୍ରିମିଂ ସେବା ରହିବ ସ୍କାନର୍ରେ । ଏ ସମ୍ପର୍କରେ ରାଷ୍ଟ୍ରପତି ଜାରି କରିଛନ୍ତି ଗେଜେଟ୍ ନୋଟିଫିକେସନ.....
#ArgusNews #National #Online_News