#ଭାରତର_ସାଥ_ଦେଲେ_ବନ୍ଧୁ_ରାଷ୍ଟ୍ର
#କାମ_ଦେଲା_ମୋଦିଙ୍କ_ବିଦେଶ_ନୀତି
ଭାରତରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ମହାମାରୀ ଦେଶର ସମୁଦାୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଚଳ କରିଦେଇଥିବାବେଳେ କୋଭିଡରେ ଆକ୍ରାନ୍ତ ହୋଇ ପ୍ରତିଦିନ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଏଭଳି ଏକ ସଙ୍କଟଜନକ ସମୟରେ ବିଶ୍ୱ ସମୁଦାୟ ଭାରତକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। ସହାୟତା କରିବାକୁ ଆଗେଇ ଆସିଲେ ୪୦ରୁ ଅଧିକ ଦେଶ ....
#ArgusNews #National #Help_To_India #UK #Russia #Covid19 Narendra Modi Dharmendra Pradhan