ସାଧାରଣତଃ ବାଦଲ ଆପଣମାନେ ଆକାଶରେ ଦେଖିଥିବେ । ହେଲେ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳୁଥିବା ଏହି ବାଦଲ ଟିକେ ଭିନ୍ନ । ଯାହକୁ ମର୍ଣ୍ଣିଂ ଗ୍ଲୋରି କ୍ଲାଉଡ କୁହାଯାଇଥାଏ । ଚାଲନ୍ତୁ ଜାଣିବା କଣ ଏହି ଗ୍ଲୋରି କ୍ଲାଉଡ, ଆଉ କଣ ଏହାର ବିଶେଷ୍ବତ....
#ArgusNews #National #Astrelia #Morning_Glory #Cloud