‘ନୂଆ ଶିକ୍ଷା ନୀତି ଦ୍ୱାରା ନିଜ ମାତୃ ଭାଷାରେ ଛାତ୍ରଛାତ୍ରୀ ମାନେ କୌଣସି ବି ବିଷୟ ବଢିପାରିବେ । ବୈଷୟିକ ହେଉ ଅବା ମେଡିକାଲ ଶିକ୍ଷା, ଏ ସବୁ ଶିକ୍ଷା ଏଥର ସ୍ଥାନୀୟ ଭାଷାରେ ମିଳିବ । ଗରୀବର ପିଲା ବି ଏବେ ଡକ୍ଟର, ଇଂଜିନିୟର ହୋଇପାରିବେ’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
#ArgusNews #WestBengal #Kharagpur Narendra Modi #Education