ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ଆରଏସଏସର ବପ ପ୍ରୟାସ...ନୂଆ ରୂପ ପାଇଲା ଏସିଆର ସର୍ବବୃହତ୍ତ ପୂରାତନ ହସ୍ପିଟାଲ...ବ୍ରିଟିସ ଅମଳର ଭାରତ ଗୋଲ୍ଡମାଇନ ହସ୍ପିଟାଲ ଏବେ କୋଭିଡ କେୟାର ସେଣ୍ଟର...ବେଙ୍ଗାଲୁରୁ ଠାରୁ 100 କିମି ଦୂରରେ ଅବସ୍ଥିତ କୋଲାର ଗୋଲ୍ଡ ଫିଲ୍ଡ ଏବେ ପୂଣି ଚର୍ଚ୍ଚାରେ....
#ArgusNews #Odisha #ArgusNewsTV #Satelite #NewsChannel #RSS #Goldmine_hospital #Covid_Center