କୋରୋନାର ୟୁକେ ଷ୍ଟ୍ରେନ ପରେ ଏବେ ଭାରତରେ ଦକ୍ଷିଣ ଆଫ୍ରିକୀୟ ଏବଂ ବ୍ରାଜିଲ ଷ୍ଟ୍ରେନ । ଏହାକୁ ନେଇ ସୂଚନା ଦେଇଛନ୍ତି, ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ । ସେ କହିଛନ୍ତି ଯେ ଫେବ୍ରୁଆରି ପ୍ରଥମ ସପ୍ତାହରେ ଭାରତରେ ଜଣଙ୍କଠାରେ ବ୍ରାଜିଲ ପ୍ରଜାତି ଓ ୪ ଜଣଙ୍କଠାରେ ଆଫ୍ରିକୀୟ ପ୍ରଜାତିର ଭୂତାଣୁ ମଧ୍ୟ ଚିହ୍ନଟ ହୋଇଛି .....
#ArgusNews #Virus #India
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app