ମାଗଣା କ୍ରିିକେଟ୍ ଶିକ୍ଷା ଦେବେ ସଚିନ୍
କ୍ରିକେଟ୍ ପ୍ରେମୀ ଏବଂ ଯୁବ ଖେଳାଳୀଙ୍କ ପାଇଁ ଖୁସିଖବର । ଭାରତୀୟ କ୍ରିକେଟ୍ର କିମ୍ବଦନ୍ତୀ ଖେଳାଳୀ ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର୍ ଏବେ ନିଜକୁ ପ୍ରସ୍ତୁତ କରୁଛନ୍ତି ମାଗଣା କ୍ରିକେଟ୍ ସେସନ୍ ପାଇଁ । ଯେ କେହି ତାଙ୍କ କ୍ଲାସ୍ରେ ଭାଗ ନେଇ ପାରିବେ । କୌଣସି କ୍ଲାସ୍ ରୁମ୍ରେ ବା ପଡ଼ିଆରେ ନୁହେଁ ବରଂ ଅନଲାଇନ୍ ପ୍ଲାଟଫର୍ମରେ ସଚିନ୍ ନେବେ କ୍ରିକେଟ୍ କ୍ଲାସ୍......
#ArgusNews #National #Cricket #Online #SachinTendulakr
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍ https://argusnews.in/app