#କମାରହାଟିରେ_ନିର୍ବାଚନ_ପ୍ରଚାରରେ_ଧର୍ମେନ୍ଦ୍ର_ପ୍ରଧାନ
#ପଶ୍ଚିମବଙ୍ଗ_ନିର୍ବାଚନରେ_ମମତା_ଦିଦିଙ୍କ_ପରାଜୟ_ସୁନିଶ୍ଚିତ
ପଶ୍ଚିମବଙ୍ଗର କମାରହାଟିରେ ନିର୍ବାଚନ ପ୍ରଚାରରେ ଧର୍ମେନ୍ଦ୍ର ପ୍ରଧାନ । ପ୍ରଚାର ସମୟରେ ଦକ୍ଷିଣେଶ୍ୱରୀ କାଳୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ । ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଥିବା କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ । ପଶ୍ଚିମବଙ୍ଗ ନିର୍ବାଚନରେରେ ମମତା ଦିଦିଙ୍କ ପରାଜୟ ସୁନିଶ୍ଚିତ । ମେ 2ରେ ଡବଲ ଇଞ୍ଜିନ ସରକାର ଆସିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର...
#ArgusNews #National #West_Bengal #Kamarhati #Union_Minister Dharmendra Pradhan #Election