ମୋଦିଙ୍କ ସୋନାର ବାଂଲାର ସଂକଳ୍ପ । କୋଲକାତା ବ୍ରିଗେଡ ଗ୍ରାଉଣ୍ଡର ମହାସମାବେଶକୁ ସମ୍ବୋଧନ କରି ଦିଦିଙ୍କ ଉପରେ ବର୍ଷିଲେ ମୋଦି । କହିଲେ ପରିବର୍ତନ ପାଇଁ ମମତା ସରକାରଙ୍କୁ ବାଛିଥିଲେ ବେଙ୍ଗଲ ଜନତା । ହେଲେ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲେ ଦିଦି । ବେଙ୍ଗଲକୁ ଉନ୍ନତ କରିବାର ପୂର୍ଣ୍ଣ ବିଶ୍ବାସ ଦେଲେ ନରେନ୍ଦ୍ର ମୋଦି.....
#ArgusNews #National #West_Bengal #PM #Rally Narendra Modi