ଦେଶକୁ ଡବଲ ଡେକର ମାଲଗାଡିର ଉପହାର ଦେଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ WESTERN DEDICATED FRET କରିଡରର 306 କିଲୋମିଟର ଲମ୍ବା ରେୱାରୀଠାରୁ ମାଡାର ପର୍ଯ୍ୟନ୍ତ ରେଲ କରିଡର ଉଦଘାଟନ କରିଛନ୍ତି । ଦେଶର ଭିତ୍ତିଭୂମିକୁ ବିଶ୍ୱ ସ୍ତରୀୟ କରିବା ଦିଗରେ ଏହା ଏକ ନୂଆ ଗତି ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି......
#ArgusNews #National #Doubledecker #Inaguration PMO India
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app