ସେରମ ଇନ୍ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା କରେନା ଟିକା ଆଷ୍ଟ୍ରାଜେନିକାକୁ ସାରା ବିଶ୍ବରେ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଆଷ୍ଟ୍ରାଜେନିକା ଟିକାକୁ ବିଶ୍ବର ସବୁ ଦେଶରେ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ...
#ArgusNews #National #WHO #Corona_Vaccine