ଦେଶରେ ସବୁଠାରୁ ଅଧିକ ଲିକୁଇଡ ଅକ୍ସିଜେନ ପ୍ରସ୍ତୁତକାରୀ କମ୍ପାନୀ ହେଲା ରିଲାଏନସ....କୋଭିଡ19 ରୋଗୀ ମାନଙ୍କ ପାଇଁ ମେଡିକାଲ ଗ୍ରେଡ ଅକ୍ସିଜେନ ପ୍ରସ୍ତୁତିରେ ନଂ 1 ପୋଜିସନରେ ରିଲାଏନ୍ସ....ପ୍ରତି 10 ଜଣରେ ଜଣଙ୍କ ପାଇଁ ଅକ୍ସିଜେନ ଉପଲବ୍ଧ....
#ArgusNews #National #Gujurat #liquid_Oxygen #Reliance