ପ୍ରଧାନମନ୍ତ୍ରୀ ଏଥର ଜଏସଲମାର ସୀମାରେ ଭାରତୀୟ ଯବାନମାନଙ୍କ ସହିତ ଦୀପାବଳି ପାଳନ କରୁଛନ୍ତି। ତାଙ୍କ ସହିତ ଉପସ୍ଥିତ ଅଛନ୍ଡି ସିଡିଏସ ବିପିନ ରାବତ ଓ ଅନ୍ୟ ପ୍ରମୁଖ ସେନାମୁଖ୍ୟ ମାନେ । ଜଏସଲମାରରେ ଦୀପାବଳି ଅବସରରେ ଯବାନମାନେ ଅନେକ ପ୍ରକାର କାର୍ଯ୍ୟକ୍ରମ କରିବାର ପ୍ରସ୍ତୁତି ଚାଲିଛି।
#ArgusNews #Odisha #Diwali #Celebration #IndianArmy PMO India