ତୈଳ ଗ୍ୟାସ ସଂରକ୍ଷଣ ଅଭିଯାନ ଆରମ୍ଭ
ତୈଳ ଏବଂ ଗ୍ୟାସ ସଂରକ୍ଷଣ ଅଭିଯାନ ସକ୍ଷମ ୨୦୨୧ର ଉଦଘାଟନୀ ଉତ୍ସବ ଆଇଓସିଏଲ ଭବନ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। IOCL & SLCର ସିଜିଏମ ଶୁଭଜିତ ଘୋଷ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇ 1 ମାସର ତୈଳ ଗ୍ୟାସ ସଂରକ୍ଷଣ ଅଭିଯାନ ବିଷୟରେ ବିବରଣୀ ରଖିଥିଲେ....
#ArgusNews #Odisha #Bhubaneswar #IOCL
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app