ତିନି ବର୍ଷ ପିଲା ଆରୁସ ମିଶ୍ର । ସମଗ୍ର ରାଜ୍ୟକୁ ଗୌରବାନ୍ବିତ କରିଛି ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ଅଂଚଳର ଏହି କୁନି ପ୍ରତିଭା । ସେ ଏକାଧିକ ଜ୍ଞାନର ଅଧିକାରୀ ସଂସ୍କୃତ ଶ୍ଲୋକ ହେଉ ଅବା ସାଧାରଣ ଜ୍ଞାନ କହିପାରଛନ୍ତି ଅର୍ନଗଳ ଭାବେ... #ArgusNews #Odisha #Gajapati #Guiness_World_Record