ଆଜି ଦେଶ 72ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ସବୁବର୍ଷ ପରି ଏଥର ମଧ୍ୟ ଦିଲ୍ଲୀ ରାଜପଥରେ ପ୍ୟରେଡ ଅନୁଷ୍ଠିତ ହୋଇଥିଲେ ମଧ୍ୟ କରୋନା ପରିସ୍ଥିତି ହେତୁ ଆୟୋଜନକୁ କମ କରାଯାଇଛି । ଦର୍ଶକଙ୍କ ସଂଖ୍ୟା 25 ହଜାରରେ ସିମିତ କରାଯାଇଛି । ପ୍ରଙ୍ଗ୍ୟାପନି ମେଢର ସଂଖ୍ୟା ମଧ୍ୟ ଅନ୍ୟ ବର୍ଷ ତୁଳନାରେ କମ କରାଯାଇଛି । ତେବେ ଏଥର ଗଣତନ୍ତ୍ର ଦିବସରେ ଅନେକ କିଛି ପ୍ରଥମ ଥର ପାଇଁ ହୋଇଛି ...
#ArgusNews #republicday2021 #Celebration #Delhi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app