ମୋଦି ସରକାର ଥିବା ପର୍ଯ୍ୟନ୍ତ ବନ୍ଦ ହେବ ନାହିଁ ଏମଏସପି । ଚାଷୀର ଏକ ଇଞ୍ଚ ଜମିକୁ ମଧ୍ୟ ଅନ୍ୟ କେହି ନେଇପାରିବେ ନାହିଁ ବୋଲି ବୁଧବାର ଇନ୍ଦୋରଠାରେ ଆୟୋଜିତ କୃଷି ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
#ArgusNews #National #Land #Union_Minister #Dharmendra_Pradhan