ରଦ୍ଦ ହେଲା ‘ରାଖି ବାନ୍ଧି ଜାମିନ୍ ନିଅ’ ରାୟ
ସୁପ୍ରିମକୋର୍ଟରେ ରଦ୍ଦ ହେଲା ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ବହୁଚର୍ଚ୍ଚିତ ‘ରାଖି ବାନ୍ଧି ଜାମିନ୍ ନିଅ’ ରାୟ । ଗତବର୍ଷର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟକୁ ରଦ୍ଦ କଲେ ସୁପ୍ରିମ୍କୋର୍ଟ । ଜଣେ ଅଭିଯୁକ୍ତ ଜାମିନ୍ ପାଇଁ ହାଇକୋର୍ଟଙ୍କ ଏପରି ସର୍ତ ସୃଷ୍ଟି କରିଥିଲା ଚର୍ଚ୍ଚା । ଫଳରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରା ଯାଇଥିଲା...
#ArgusNews #National #Supremecourt #Rakhi #Bail