ବେଙ୍ଗଲରେ ଆଉ ଟିଏମସିର ଭ୍ରଷ୍ଟାଚାର ଚଳିବ ନାହିଁ । ଆସୁଥିବା ନିର୍ବାଚନରେ ବିଜେପି ବିଜୟ ଲାଭ କଲେ ବେଙ୍ଗଲରେ ଅସଲି ପରିବର୍ତ୍ତନ ଆସିବ । ପଶ୍ଚିମବଙ୍ଗର ବାଙ୍କୁରାରେ ଅନୁଷ୍ଠିତ ନିର୍ବାଚନୀ ରାଲିରେ ଯୋଗ ଦେଇ ମମତା ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | #PM_Modi @Narendra Modi #PMIndia