ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ଏବଂ ଚୀନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । Russia ର ରାଜଧାନୀ ମସ୍କୋରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍ ପ୍ରତିପକ୍ଷ ୱାଇ ଫେଙ୍ଗେଙ୍କୁ ଭେଟିଛନ୍ତି ....
#ArgusNews #LAC #India_China_Meeting #Moscow