ରକ୍ତରଞ୍ଜିତ ହେଲା ବିଜାପୁରର ଜଙ୍ଗଲ । ନକ୍ସଲଙ୍କ-ସେନା ଗୁଳିବିନିମୟରେ 22 ଯବାନ ସହିଦ ଓ 31 ଆହତ । ସେପଟେ ଜବାବି ଆକ୍ରମଣରେ 15 ମାଓବାଦୀ ସଫା । 20ରୁ ଅଧିକ ଆହତ ହୋଇଥିବା ସୂଚନା । ହାଡ୍କୋର ମାଓବାଦୀ ହିଡମାକୁ ଧରିବାକୁ ଚାଲିଥିଲା ଅପରେସନ । NIA କରିପାରେ ଘଟଣାର ତଦନ୍ତ ....
#ArgusNews #National #Chhatishgada #Bijapur #Naxal_Attack