ଜଳିଲା ବେଙ୍ଗାଲୁରୁ । ବେଙ୍ଗାଲୁରୁକୁ ଅଶାନ୍ତ କଲା କଂଗ୍ରେସ ! କର୍ଣ୍ଣାଟକରେ ହିଂସା ଏବଂ ପୋଡାଜଳା ଘଟଣାର ଅଭିଯୁକ୍ତ ଗିରଫ । କଂଗ୍ରେସ ବିଧାୟକଙ୍କ ପୁତୁରାକୁ ଗିରଫ କଲା ପୋଲିସ । ଦେଶର ସବୁଠାରୁ ହାଇ ଟେକ ସହର ମଧ୍ୟରେ ଗଣା ଯାଉଥିବା କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ପୋଡାଜଳା ଏବଂ ହିଂସାର ଶିକାର ହୋଇଛି..
#ArgusNews #Bangalore #Congress