ବିଶ୍ୱର ଅନ୍ୟତମ ବଡ଼ ଟିକା ଉତ୍ପାଦନକାରୀ ଫର୍ମା କମ୍ପାନୀ ଆଷ୍ଟ୍ରାଜେନେକା ଏବେ ଫସିଲା ଆଇନଗତ ବିବାଦରେ । ୟୂରୋପିଆନ୍ ୟୂନିୟନ ସହ ହୋଇଥିବା ଚୁକ୍ତି ଖିଲାପ କରିଛି କମ୍ପାନୀ । ସେଥିପାଇଁ କମ୍ପାନୀ ବିରୋଧରେ ଚାଲିବ ମୋକଦ୍ଦମା....
#ArgusNews #National #AstraZeneca
#Pharmaceutical_industry_company #Legal_Controvery