ପୂର୍ବରୁ ବିଭିନ୍ନ ପ୍ରକାର ଉଦ୍ଭାବନ ପାଇଁ ଚର୍ଚ୍ଚାରେ ରହିଥିବା ଲଦାଖର ଇଂଜିନିୟର ସୋନମ୍ ୱାଙ୍ଗଚୁକ୍ ଏବେ ପୁଣି ନୂଆ ଏକ କାମ ପାଇଁ ରହିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ । ଜଣେ ଶିକ୍ଷା ସଂସ୍କାରକ ଭାବରେ ପରିଚିତ ସୋନମ୍ ଗଲୱାନ ଘାଟିରେ କର୍ତବ୍ୟରତ ଭାରତୀୟ ଯବାନ୍ଙ୍କ ପାଇଁ ତିଆରି କରିଛନ୍ତି ସୂର୍ଯ୍ୟଶକ୍ତି ଦ୍ୱାରା ଉତପ୍ତ ହୋଇ ପାରୁଥିବା ଏକ ପ୍ରକାର ତମ୍ଭୁ ବା ଟେଂଟ୍.....
#ArgusNews #National #Solar_Tend #Army