ଭାରତର ସବୁଠାରୁ ଅଧୀକ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବେ ହେଲେ ଏସିଆର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି । ଫୋର୍ବସ ପତ୍ରିକାର ଏହି ନୂତନ ତାଲିକାରେ ଚୀନର ଜାକ ମା ଙ୍କୁ ହଟାଇ ଶୀର୍ଷସ୍ଥାନ ଅଧୀକାର କରିଛନ୍ତି ମୁକେଶ ଅମ୍ବାନୀ...
#ArgusNews #Odisha Mukesh.Ambani #Richest_Man #forbes_magazine