୨୦୨୦ ରେ ଦେଶ ବ୍ୟାପ ବିଭିନ୍ନ ପର୍ଯ୍ୟାୟର ଲକ୍ଡାଉନ୍ ପରେ ଭାରତୀୟ ଉପଭୋକ୍ତା ବଜାରରେ କିଣାବିକା ଉପରେ ଆରମ୍ଭ ହୋଇ ଯାଇଥିଲା ସ୍ଲୋ ଡାଉନ୍ । ମାନ୍ଦାବସ୍ଥାର ପ୍ରଭାବ ଦେଖିବାକୁ ମିଳିଥିଲା ସବୁଆଡ଼େ । ମାତ୍ର ଲକ୍ ଡାଉନ୍ ହଟିବା ପରେ ଭାରତୀୟମାନେ ୨୦୨୧ ଜାନୁଆରୀର ମାର୍ଚ୍ଚ ମଧ୍ୟରେ ନିଜ ଇଛା ମୁତାବକ ଅନେକ ସାମଗ୍ରୀ କିଣିବାର ସୁଯୋଗ ପାଇଛନ୍ତି....
#ArgusNews #National #Lockdown #purchase