ଆଜିଠୁଁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ଉତ୍ସବ । ଦେଶସାରା ଲୋକଙ୍କ ମନରେ ଖେଳି ଯାଇଛି ଆଧ୍ୟାତ୍ମିକ ଚେତନା । ଦେଶର ଅଗଣିତ ଶ୍ରଦ୍ଧାଳୁଙ୍କ ପରି ପ୍ରଧାନମନ୍ତ୍ରୀ ମୋଦି ବି ୪୦ ବର୍ଷ ଧରି ପାଳନ କରି ଆସୁଛନ୍ତି ନବରାତ୍ର ଉପବାସ । ପ୍ରତିବର୍ଷ ଚୈତ୍ର ନବରାତ୍ର ଏବଂ ଶାରଦୀୟ ନବରାତ୍ରକୁ ନିଷ୍ଠାର ସହ ପାଳନ କରନ୍ତି ମୋଦିଜୀ .....
#ArgusNews #Nabaratra #PM #Narendra_Modi