#ଟିଏମସିରେ_ରହି_ମୁଁ_ପାପ_କରିଛି
ସେଥିପାଇଁ ମୁଁ ଅନୁତପ୍ତ...ଏବେ ପ୍ରାୟଶ୍ଚିତ କରିବାକୁ ଚାହୁଁଚି...ମୋତେ କ୍ଷମା କରନ୍ତୁ...ମୁଁ କାନ ଧରି ବସ ଉଠ ହେଉଛି..‘ଟିଏମସିରେ ରହି ପାପ କରିଛନ୍ତି ବୋଲି କହିଲେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ପଶ୍ଚିମ ବେଂଗଲ ନେତା ସୁଶାନ୍ତ ପାଲ ..
#ArgusNews #WestBengal #TMC