#ପୁଡ୍ଡୁଚେରିରେ_ଜେପି_ନାଡ୍ଡାଙ୍କ_ବିଶାଳ_ରୋଡ_ଶୋ
#ପୁଡ୍ଡୁଚେରୀରକୁ_ବିକାଶ_ଅଭିମୁଖେ_ନେବ_ବିଜେପି
ଦେଶର ସ୍ବୟଂ ଶାସିତ ଅଞ୍ଚଳର ପୁଡ୍ଡୁଚେରୀରେ ଶେଷ ପର୍ଯ୍ୟାୟର ନିର୍ବାଚନ ପ୍ରଚାର କରିଛନ୍ତି ଜେପି ନାଡ୍ଡା । ପୁଡ୍ଡୁଚେରୀରେ ଏପ୍ରିଲ 6ରେ ମତଦାନ ହେବାକୁ ଯାଉଛି । ମାର୍ଚ 2 ତାରିଖରେ ଅମିତ ଶାହା ପୁଡ୍ଡୁଚେରୀରେ ମେଗା ରାଲି କରିଥିଲେ....
#ArgusNews #National #Puducherry #BJP #Rally #jpnadda