ଭାରତୀୟ ଆଇଟି ପ୍ରଫେସନାଲ୍ଙ୍କ ପାଇଁ ଖୁସି ଖବର । ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡ଼େନ୍ଙ୍କ ନୂଆ ଅପ୍ରବାସନ ନୀତି ବା ଇମ୍ରିଗ୍ରେସନ ପଲିସି ସେମାନଙ୍କ କ୍ୟାରିୟରକୁ ଦେବ ଫାଇଦା । ଆମେରିକାରେ ବିଦେଶୀ ନାଗରିକଙ୍କ କାର୍ଯ୍ୟ କରିବା ନେଇ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯେଉଁ ଭିସା କଟକଣା ଲଗେଇଥିଲେ ତା’ର ଅବଧି ଶେଷ ହୋଇଛି...
#ArgusNews #National #IT #Visa Joe Biden