ଆଜି ପଶ୍ଚିମବଙ୍ଗରେ 7ମ ପର୍ଯ୍ୟାୟ ମତଦାନ ଜାରି ରହିଛି
ପ୍ରାୟ 5ଟି ଜିଲ୍ଲାର 34ଟି ଆସନ ପାଇଁ ଚାଲିଛି ଏହି ଭୋଟିଂ। ପଶ୍ଚିମବଙ୍ଗର ମାଳଦା, କୋଲକାତା ଦକ୍ଷିଣ, ମୁଶିଦାବାଦ, ପଶ୍ଚିମ ବର୍ଦ୍ଦମାନ, ଦକ୍ଷିଣ ଦିନାଜପୁରର ଜିଲ୍ଲାରେ ସପ୍ତମ ପର୍ଯ୍ୟାୟ ଭୋଟିଂ..
#ArgusNews #National #WestBengal #Election #Voting