ଭାରତର ଦୃଢ଼ ନିଷ୍ପତି ଆଗରେ ମୁଣ୍ଡ ନୁଆଁଇଲା ଚୀନ
ଭାରତ ସରକାରଙ୍କର କୂଟନୈତିକ ବିଜୟ । ଲଦାଖ ସୀମାରେ ଚୀନ ସହିତ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ଭାରତ ନେଇ ଆସିଥିବା ଦୃଢ଼ ନିଷ୍ପତି ଓ ପଦକ୍ଷେପ ଶେଷରେ ସଫଳ ହୋଇଛି । ଶେଷରେ ନିଜର ସୈନ୍ୟ ପ୍ରତ୍ୟାହର କରିବାକୁ ରାଜି ହୋଇଛି ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ତଥା ଜିନ୍ ପିଙ୍ଗ ପ୍ରଶାସନ....
#ArgusNews #National #Bharat #China Rajnath Singh
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app