ଏବେ ସୁନା ହରେଇବାରେ ଲାଗିଛି ତା’ର ଚମକ । ଅନ୍ତର୍ଜାତୀୟ ବଜାର ସହ ଭାରତରେ ମଧ୍ୟ କମିଛି ସୁନା ଦର । ଲଗାତାର ୪ ଦିନ ଧରି ଲାଗି ରହିଛି ଏହି ଅବସ୍ଥା । ସୁନା ସହିତ ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ତେବେ ଭାରତରେ ବିବାହ ଋତୁ ଯୋଗୁଁ ଆଗକୁ ଏହାର ଦର ବଢ଼ିବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଇଛି....
#ArgusNews #National #Gold_Rate