ନନ୍ଦିଗ୍ରାମରେ ବିଗଫାଇଟ୍
ଗୋଟିଏ ପଟେ ମତଦାନ, ସେପଟେ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ । ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରକୁ ଆକ୍ରମଣ । ଟିଏମସି ଉପରେ ଆକ୍ରମଣର ଅଭିଯୋଗ ଲଗାଇଲେ ଶୁଭେନ୍ଦୁ...
#ArgusNews #National #Kolkata #Politics #TMC #Attcak