ଲଣ୍ଡା କରିଦେଲା କଂଗ୍ରେସ। କଂଗ୍ରେସ ନିଷ୍ପତ୍ତିର ପ୍ରତିବାଦରେ ଲଣ୍ଡା ହେଲେ ମହିଳା ନେତ୍ରୀ। କେରଳ ମହିଳା କଂଗ୍ରେସ ମୁଖ୍ୟଙ୍କ ଅଭିନବ ପ୍ରତିବାଦ। ନିର୍ବାଚନ ଲଢିବାକୁ ଟିକେଟ ନମିଳିବାରୁ ଟିକେଟ ନମିଳିବାରୁ ସର୍ବ ସମ୍ମୁଖରେ ଲଣ୍ଡା ହେଲେ ଲତିକା...
#ArgusNews #Odisha #Congress #LatikaSuabas #KeralaElection