#ମାର୍କେଟରେ_ଭାଇରାଲ_ଫ୍ଲାଇଙ୍ଗ୍_ଦୋସା
#ଦୋସା_ବିକାଳୀଙ୍କ_ନିଆରା_ଅନ୍ଦାଜ୍
ଆପଣ ଯଦି ଷ୍ଟ୍ରିଟ ଫୁଡ଼୍ ଲଭର ଅଟନ୍ତି, ତେବେ ଦେଖିଥିବେ ଅନେକ ଦୋକାନୀ ଭିନ୍ନ ଅନ୍ଦାଜରେ ଗ୍ରାହକଙ୍କୁ ଖାଦ୍ୟ ସର୍ଭ କରିଥାନ୍ତି। ଠିକ୍ ସେହିପରି ଏକ ଦୋସା ଦୋକାନୀଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଲାପରେ ଲୋକଙ୍କୁ ବେଶ୍ ଅଶ୍ଚର୍ଯ୍ୟ କରୁଛି।
#viral #dosa #dosaseller #streetfood #flyingdosa #streetfoodlover #uniquestyle #ArgusNews