ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାରୋତ୍ତୋଳନକାରୀଙ୍କ କମାଲ । ତୃତୀୟ ଦିନରେ ଭାରତକୁ ମିଳିଲା ୨ଟି ସ୍ବର୍ଣ୍ଣ ।୬୭କେଜି ବର୍ଗରେ ଜେରେମି ଲାଲରିନୁଙ୍ଗା, ୭୩କେଜି ବର୍ଗରେ ଅଚିନ୍ତା ସେଓଲିଙ୍କୁ ସଫଳତା । ଟ୍ବିଟ କରି ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।
#weightlifters #statesports #goldmedals #jeremylalrinunga #Narendramodi #tweet #ArgusNews